ଶିଙ୍ଗ କାମ ପାଇଁ ପାରଳାଖେମୁଣ୍ଡି ସହର ଦେଶ ବିଦେଶରେ ନାଁ କରିଛି । ଶିଙ୍ଗ କାରିଗର ମାନଙ୍କୁ ସରକାର କୌଣସି ପ୍ରୋତ୍ସାହନ ଦେଉନଥିବାରୁ କୌଳିକ ବୃତ୍ତିକୁ ଅଧିକାଂଶ ଛାଡି ସାରିଲେଣି ।