ରାଜ୍ୟ ସରକାରଙ୍କ ସବୁ ଉଦ୍ୟମ ବିଫଳ ହେଉଛି ମ୍ୟାଲେରିଆକୁ ଦମନ କରିବାରେ । ରାଜ୍ୟରେ ମେଲେରିଆ ସ୍ଥିତି ସଂଘାତିକ । ଦେଶର ସମୁଦାୟ ରୋଗୀଙ୍କ ୩୮ ପ୍ରତିଶତ କେବଳ ଓଡିଶାର ।