ଭିନ୍ନକ୍ଷମଙ୍କୁ ବିବାହକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ 2018ରେ ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆଣିଥିଲା ଯୋଜନା । ସମ୍ବଲପୁର ଜିଲ୍ଲାରେ ଆଜି ପର୍ଯ୍ୟନ୍ତ 83 ଦମ୍ପତିଙ୍କୁ ମିଳିଛି ସହାୟତା ରାଶି l