Surprise Me!

4ଟି ରାକ୍ଷୀ ପିନ୍ଧନ୍ତି ମହାପ୍ରଭୁ, କେମିତି ପ୍ରସ୍ତୁତ ହୁଏ ବଡ ଠାକୁରଙ୍କ ବଡ ରାକ୍ଷୀ ?

2025-08-06 6 Dailymotion

ବଡ ଠାକୁରଙ୍କ ପାଇଁ ବଡ ରାକ୍ଷୀ ପ୍ରସ୍ତୁତିରେ ସେବାୟତ । ଆସନ୍ତା ଶନିବାର ପବିତ୍ର ଗହ୍ମା ପୁନେଁଇରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କୁ ରାକ୍ଷୀ ପିନ୍ଧାଇବେ ଭଉଣୀ ସୁଭଦ୍ରା।