Surprise Me!

କେବେ ପଞ୍ଚାୟତ ଉପ-ନିର୍ବାଚନ ? ବିରୋଧୀ କହିଲେ ଲୋକଙ୍କୁ ଡରୁଛନ୍ତି ସରକାର, ବିଜେପି କହିଲା ଠିକ୍ ସମୟରେ ହେବ

2025-08-07 2 Dailymotion

ରାଜ୍ୟରେ ବହୁ ଦିନ ଧରି ଖାଲି ପଡିଛି ୱାର୍ଡ ମେମ୍ବର, ସରପଞ୍ଚ, ପଞ୍ଚାୟତ ସମିତି ମେମ୍ବର ଏବଂ ଜିଲ୍ଲା ପରିଷଦ ପଦବୀ ।