2018 ମସିହାରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଅନୁଷ୍ଠାନ ପାଇଁ ଓଡିଆ ସାଇନବୋର୍ଡ ବାଧ୍ୟତାମୂଳକ ହୋଇଥିଲା । ହେଲେ 7 ବର୍ଷ ବିତିଯାଇଥିଲେ ମଧ୍ୟ ଏଯାଏଁ କାର୍ଯ୍ୟକାରୀ ହୋଇନି ।