ଯାଜପୁର ବାଲିଚନ୍ଦ୍ରପୁର ଥାନାରେ ଯୁବକଙ୍କ ବିଷ ପିଇବା ଘଟଣାର ନୂଆ ମୋଡ଼ । ପୋଲିସ ବିରୋଧରେ ରବୀନ୍ଦ୍ର ମଲ୍ଲିକ ଆଣିଥିଲେ ସଙ୍ଗୀନ ଅଭିଯୋଗ ।