ବେଆଇନ ଭାବେ ଅନଲାଇନରେ ବିକ୍ରି ହେଉଛି ଶ୍ରୀମନ୍ଦିର ମହାପ୍ରସାଦ । ମହାପ୍ରସାଦର ଗାରିମା, ମର୍ଯ୍ୟାଦା ନଷ୍ଟ ହେଉଥିବା କହି କାର୍ଯ୍ୟାନୁଷ୍ଠାନ ଦାବି କଲେ ସେବାୟତ ।