Surprise Me!

ହାଇକୋର୍ଟରେ 'ବିକଶିତ ଗାଁ ବିକଶିତ ଓଡ଼ିଶା ପ୍ରସଙ୍ଗ', ପକ୍ଷ ରଖିଲେ ରାଜ୍ୟ ସରକାର

2025-08-12 3 Dailymotion

ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନାରେ ଗ୍ରାମପଞ୍ଚାୟତ ଓ ଗ୍ରାମସଭାର ଭୂମିକାକୁ ହ୍ରାସ କରାଯାଇଥିବା ନେଇ ହାଇକୋର୍ଟରେ ମାମଲା । ଆଜି ପକ୍ଷ ରଖିଲେ ରାଜ୍ୟ ସରକାର ।