ଡ୍ୟୁଟିରେ ନ ଥାଇ ମଧ୍ୟ କର୍ତ୍ତବ୍ୟ କରିବାକୁ ଭୁଲି ନାହାନ୍ତି ହୋମଗାର୍ଡ ମ୍ୟାଡାମ । କହିଲେ ୟୁନିଫର୍ମରେ କେବଳ ଡ୍ୟୁଟି ହୁଏନି ।