Surprise Me!

ଶ୍ରୀମନ୍ଦିରରେ ମାଳମାଳ ଅଧିକାରୀ ହେଲେ ମହାପ୍ରଭୁଙ୍କ ନୀତିକାନ୍ତିରେ ଏତେ ବିଶୃଙ୍ଖଳା କାହିଁକି ?

2025-08-13 5 Dailymotion

କାଳିଆରେ..ଦର୍ଶନ ପାଇଁ ଆଉ କେତେ ସମୟ ? କେତେ ଭିଡ..କେତେ ଠେଲାପେଲା...! ସତରେ କ'ଣ ତୋ ଶ୍ରୀମୁଖ ଦର୍ଶନ ଆଉ ମିଳିବନି ? ଜଗନ୍ନାଥ ପ୍ରେମୀ ଅଧିକାଂଶ ବୃଦ୍ଧବୃଦ୍ଧାଙ୍କ ମନରେ ରହିଛି ଏମିତି ଅଭିମାନ...।