ଡେରାବିଶ୍ ବ୍ଲକ ଗୋଲରାହାଟ ପଞ୍ଚାୟତର ଉତ୍କଳ ଗ୍ରାମୀଣ ପ୍ରଡ୍ୟୁସର୍ସ ଗ୍ରୁପକୁ 62 ହଜାର ପତାକା ତିଆରି ପାଇଁ ଅର୍ଡର ଦିଆଯାଇଥିବା ବେଳେ ସମସ୍ତ କାର୍ଯ୍ୟ ଶେଷ ହୋଇଛି ।