ମାଟି ମାତୃକା ପାଇଁ ଇଂରେଜଙ୍କ ସହ ଲଢି ଜୀବନ ହାରିଥିବା ଉତ୍କଳ ମାତାର ବୀର ସନ୍ତାନଙ୍କ ଗାଁ ଓ ଜନ୍ମସ୍ଥଳୀ ଏବେବି ଅବହେଳିତ।