Surprise Me!

ଭଞ୍ଜ ବିହାରରେ ଛାତ୍ର ଅଶାନ୍ତି; ମୁହାଁମୁହିଁ ଶାସକ ଏବଂ ବିରୋଧୀ

2025-08-22 9 Dailymotion

ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟ ଛାତ୍ର ଅଶାନ୍ତ ଘଟଣାରେ ରାଜନୀତି କରାନଯାଉ କହିଲା ବିଜେପି । ସେପଟେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି ।