ଜାତୀୟ ମହିଳା କମିଶନଙ୍କ ତରଫରୁ ପ୍ରକାଶ ପାଇଛି 'The NARI 2025' ରିପୋର୍ଟ । ମହିଳାଙ୍କ ପାଇଁ ସୁରକ୍ଷିତ ସହର ମଧ୍ୟରେ ରହିଛି ଭୁବନେଶ୍ୱର ।