Surprise Me!

Rain Alert: ବଙ୍ଗୋପସାଗରରେ ଲଘୁଚାପ; ବର୍ଷା ଓ ବଜ୍ରପାତ, ଅରେଞ୍ଜ ୱାର୍ଣ୍ଣିଂ ଏସବୁ ଜିଲ୍ଲା

2025-09-02 12 Dailymotion

ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଲଘୁଚାପ । ଆଗାମୀ 5 ଦିନ ପାଇଁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।