Surprise Me!

ଜିଏସଟି ସ୍ଲାବରେ ପରିବର୍ତ୍ତନ ସାଧାରଣ ଲୋକଙ୍କ ପାଇଁ କେତେ ସହାୟକ ହେବ ?

2025-09-03 2 Dailymotion

ଆଜିଠୁ 2 ଦିନିଆ GST ପରିଷଦ ବୈଠକ ନୂଆଦିଲ୍ଲୀ ଆରମ୍ଭ ହୋଇଛି । ବୈଠକରେ ହେବ ଟିକସ ସ୍ଲାବ ନିଷ୍ପତ୍ତି । ହଟିପାରେ 12 ଓ 28 ପ୍ରତିଶତ ଟିକସ୍‌ ସ୍ଲାବ ।