ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟା ଜଳ ପ୍ରବେଶ ବଢିଛି । ପର୍ଯ୍ୟାୟକ୍ରମେ ଖୋଲିଲା 24ଟି ଗେଟ୍ ।