Surprise Me!

Rain Alert: ଘୂର୍ଣ୍ଣିବଳୟ ପ୍ରଭାବ, 13 ଯାଏଁ ବିଜୁଳି-ଘଡଘଡି ସହ ପ୍ରବଳ ବର୍ଷିବ

2025-09-08 3 Dailymotion

ଆସନ୍ତା 13 ତାରିଖ ଯାଏଁ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ଚେତାବନୀ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ସବୁ ଜିଲ୍ଲାରୁ ଜାରି ହୋଇଛି ୱାର୍ଣ୍ଣିଂ।