ଆସନ୍ତାକାଲିଠୁ ‘ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ’ । ଓଡ଼ିଆ ସହ ୯ଟି ଭାଷାର ଚଳଚ୍ଚିତ୍ରର ହେବ ପ୍ରଦର୍ଶନ । ଯୋଗଦେବେ ବଲିଉଡ ଓ ଓଲିଉଡ ସିନେମାର ପ୍ରମୁଖ ବ୍ୟକ୍ତିତ୍ୱ ।